ଛାତ୍ରୀକୁ ଅସଦାଚାରଣ ଅଭିଯୋଗ : କୋଠରୀରୁ ଉଦ୍ଧାର ହେଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ର ଏକ ବିଦ୍ୟାଳୟର କୋଠରୀରୁ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପ୍ରଧାନଶିକ୍ଷକ ହେଲେ ରାଜେନ୍ଦ୍ର ଶତପଥୀ (୫୯)। ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ଗ୍ରାମବାସୀ ଏହି ସ୍କୁଲ ଗେଟ୍‌ରେ ତାଲା ପକାଇଥିଲେ। ସୂଚନା ଅନୁଯାୟୀ ଜାମଦା ଥାନା ଅର୍ନ୍ତଗତ ତାରଣା ଆଶ୍ରମ ସ୍କୁଲ ପରିସରରେ ଥିବା କୋଠରୀରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ଶତପଥୀଙ୍କ ଗୁରୁବାର ରାତିରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଜାମଦା … Continue reading ଛାତ୍ରୀକୁ ଅସଦାଚାରଣ ଅଭିଯୋଗ : କୋଠରୀରୁ ଉଦ୍ଧାର ହେଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ